ବ୍ୟାଙ୍କ ସୁବିଧା ଏବଂ ଋଣ

ବ୍ୟାଙ୍କିଙ୍ଗ ସେବାଗୁଡିକର ସୁବିଧା ଏବଂ ଋଣ ଯୋଜନାର ବିଶେଷତାଗୁଡିକ ବିଷୟରେ ଜାଣନ୍ତୁ ।

ନିରାପତ୍ତା ଦୃଷ୍ଟିରୁ ଏକ ବ୍ୟାଙ୍କରେ ଟଙ୍କା ସଞ୍ଚୟ କରିବାର ଲାଭ ଏବଂ ସଞ୍ଚିତ ପାଣ୍ଠି ଉପରେ ସୁଧ ହାସଲ କରିବାକୁ ଏହି ଭିଡିଓ ଏକ ସମ୍ପର୍କିତ ପରିଦୃଶ୍ୟ ବ୍ୟବହାର କରେ । ଋଣ ଯୋଜନା ଭଳି ବ୍ୟାଙ୍କ ମାଧ୍ୟମରେ ସରକାର ପ୍ରଦାନ କରୁଥିବା ଅନ୍ୟାନ୍ୟ ସେବା ଉପରେ ମଧ୍ୟ ଏହି ଭିଡିଓ ଅନ୍ତର୍ଭୂକ୍ତ କରିଛି । ଏହି ଭିଡିଓ ଭାରତରେ ବଢ଼ୁଥିବା ବ୍ୟାଙ୍କିଙ୍ଗ ସିଷ୍ଟମ ଏବଂ ସେବା ବିଷୟରେ ସୂଚନା ପ୍ରଦାନ କରିଥାଏ ।