ଏକ କାଳୀନ ସର୍ବମୋଟ ପରିମାଣ
₹
ପ୍ରତ୍ୟାଶିତ ହାରରେ ଫେରସ୍ତ
%
ନିବେଶ ଅବଧି
years
ଲମ୍ପସମ୍ ନିବେଶ କଣ?
ଯେପରିକି ଏହାର ନାମ ସୂଚାଉଛି, ଲମ୍ପସମ୍ ନିବେଶ ହେଉଛି ଏକ ୱାନ୍- ଟାଇମ୍ ପେମେଣ୍ଟ ଯେଉଁଠାରେକି ଏକ ନିବେଶକ ଏକ ପ୍ରମୂଖ ରାଶିକୁ ମ୍ୟୁଚ୍ୟୁଆଲ୍ ଫଣ୍ଡରେ ନିବେଶ କରିଥାନ୍ତି । ଏପ୍ରକାରର ନିବେଶକୁ ସାଧାରଣତଃ ଅଭିଜ୍ଞ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥାଏ କାରଣ ଏଥିରେ ବଡ଼ ଧରଣର ନିବେଶ ଅନ୍ତର୍ଭୂକ୍ତ ଏବଂ ଏହା ସହିତ ଅଧିକ ରିସ୍କ ମଧ୍ୟ ରହିଥାଏ ।